କଲେଜ ଛାତ୍ରଛାତ୍ରୀଙ୍କ ଏ ଆର ଟି କେନ୍ଦ୍ର ପରିଦର୍ଶନ

0
399

ଭଞ୍ଜନଗର(ନିଲୁ ବିଷୋୟୀ) କ୍ଷତ୍ରିୟବରପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେଡ ରିବନ କ୍ଲବ ଏବଂ ଯୁବ ରେଡକ୍ରସ ଛାତ୍ର ଛାତ୍ରୀ ମାନେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରେ ଥିବା ଏ ଆର ଟି କେନ୍ଦ୍ର ପରିଦର୍ଶନ କରିଛନ୍ତି |ଏଠାରେ ଏଚଆଭି ପରୀକ୍ଷା ପ୍ରଣାଳି, ଏଚଆଇଭି ଯୁକ୍ତ ଲୋକଙ୍କ ସହ କଥା ବାର୍ତ୍ତା, ସେମାନେ ନେଇ ନେଉଥିବା ଔଷଧ ସମ୍ପର୍କରେ ବୁଝିଥିଲେ |ଜ଼ିଲ୍ଲା ସଂଯୋଜକ ବି. ଗୋବିନ୍ଦ ରାଓଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଏ ଆରଟି କେନ୍ଦ୍ରର ଦାୟୀତ୍ବରେ ଥିବା ଡାକ୍ତର
ଅଲେଖ ପ୍ରଧାନ ଏଡସ ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ |ମେଡିକାଲ ଅଧିକ୍ଷକ ଡାକ୍ତର ସୀତାଂଶୁ ଶେଖର ଶତପଥୀ ଏହାକୁ ପ୍ରଶଂସା କରିଥିଲେ |କେନ୍ଦ୍ରର ଉପଦେଷ୍ଟା ସନୋଜ କୁମାର ମହାନ୍ତି, ଫାର୍ମାସିଷ୍ଟ ଚନ୍ଦ୍ରଶେଖର ନାହାକ ପିଲାମାନ ଙ୍କୁ ଏଡ୍ସ ସମ୍ପର୍କରେ ବୁଝାଇଥିବା ବେଳେ ପରୀକ୍ଷାଗାର ପ୍ରଯୁକ୍ତିକ ବିଷ୍ଣୁ ପ୍ରସାଦ ମିଶ୍ର ରକ୍ତ ପରୀକ୍ଷା ସମ୍ପର୍କରେ ବୁଝାଇ ଥିଲେ |ପ୍ରଯୁକ୍ତିକ| ମୋନାଲିସା ପଟନାୟକ ସହଯୋଗ କରିଥିଲେ |

LEAVE A REPLY

Please enter your comment!
Please enter your name here