ସଡକ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

0
464

ଆସ୍କା/ଧରାକୋଟ(ଜଗନ ପଣ୍ଡା) ଧରାକୋଟ ବ୍ଲକ ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ ନନ୍ଦିଘୋର ତୋଟା ନିକଟରେ ଦୁର୍ଘଟଣା ଘଟି ବାଇକ ଆରୋହୀଙ୍କ ମୃତୁ ହୋଇଛି ।ମୃତକ ହେଲେ ଗଙ୍ଗାପୁର ଗ୍ରାମର ନୀଳାଞ୍ଚଳ ମୁନି, ପିତା – ସୁରେନ୍ଦ୍ର ମୁନି ।ନୀଳାଞ୍ଚଳ ୫୯ ନମ୍ବର ଜାତୀୟ ରାଜପଥ ଆସିକା ଅଭିମୁଖେ ହିରୋ ହୋଣ୍ଡା ଗାଡି ନମ୍ବର OD07AB1030 ରେ ଯାଉଥିବାବେଳେ ଋଷୁକୁଲ୍ୟା ତଟରେ ଥିବା ଲୁହାବାରିକେଟରେ ଭାରସାମ୍ୟ ହରାଇ ବାଡେଇ ହୋଇ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ସହ ଧରାକୋଟ ପୋଲିସ ପହଂଚି ଶବକୁ ଆସିକା ପଠେଇଥିଲେ ।

LEAVE A REPLY

Please enter your comment!
Please enter your name here