ହିଞ୍ଜିଳିକାଟୁ ରେ ନୂତନ ମାର୍କେଟ କମ୍ପ୍ଲେସ ନିର୍ମାଣ କାର୍ଯ୍ୟ ଆରମ୍ଭ

0
262

ହିଂଜିଲିକାଟୁ(ହିମାଂଶୁ ବେହେରା)ହିଞ୍ଜିଳିକାଟୁ ସହର ରେ ନୂତନ ମାର୍କେଟ କମ୍ପ୍ଲେସ ନିର୍ମାଣ କରିବା ପାଇଁ 2018 ମସିହାରେ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ଦେଇଥିବା ବେଳେ ଦୀର୍ଘ 2ବର୍ଷ ପରେ ହିଞ୍ଜିଳିକାଟୁ ସହର ରେ ମାର୍କେଟ କମ୍ପ୍ଲେସ ନିର୍ମାଣ କରିବା ପାଇଁ ଉଠା ଦୋକାନୀ ମାନଙ୍କୁ ଉଛେଦ କରିବା ସହ ଆଜି ଠାରୁ ମାର୍କେଟ କମ୍ପ୍ଲେସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ଏହି ମାର୍କେଟ କମ୍ପ୍ଲେସ 4ମହଲା ହେବାକୁ ଥିବା ବେଳେ ଗ୍ରହାକ ଙ୍କ ସୁଭିଧା କୁ ଦୃଷ୍ଟି ରେ ରଖି ଲିପ୍ଟି ର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି l ନିର୍ମାଣ କାର୍ଯ୍ୟ ଆରମ୍ଭ ସମୟ ରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ମନୋରଞ୍ଜନ ସାହୁ, ଥାନା ଅଧିକାରୀ ଅଭିମନ୍ୟୁ ଦାସ, ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର, ପୂର୍ତ୍ତ ବିଭାଗ ଯନ୍ତ୍ରୀ ଉମା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here