ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ

0
432

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ଚଳିତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷା ଫଳାଫଳ ଶନିବାର ପ୍ରକାଶ ପାଇଛି।ହିଞ୍ଜିଳିକାଟୁ ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟର ମୋଟ ୩୪୭ ଜଣ ବିଦ୍ୟାର୍ଥୀ କଳା ବିଭାଗ ରେ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୩୪ଜଣ, ଦ୍ଵିତୀୟ ଶ୍ରେଣୀରେ ୭୪ଜଣ, ତୃତୀୟ ଶ୍ରେଣୀରେ ୧୦୦ଜଣ ଛାତ୍ର, ଛାତ୍ରୀ ପାସ୍ କରିଛନ୍ତି।ରିତା ପ୍ରଧାନ ନାମକ ଛାତ୍ରୀ ସର୍ବ ମୋଟ ୬୦୦ ମାର୍କ ରୁ ୪୫୭ମାର୍କ ରଖି କଲେଜ୍ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅନ୍ୟ ୩୯ଜଣ ବିଦ୍ୟାର୍ଥୀ ଫେଲ୍ ହୋଇଥିବା ମହାବିଦ୍ୟାଳୟ ଅଧ୍ୟକ୍ଷା ସ୍ଵସ୍ତିକା ପାଢ଼ୀ ସୂଚନା ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here