ବ୍ରହ୍ମପୁର ଷ୍ଟାର କ୍ର୍ରିଏଟିଭ ଦ୍ୱାରା ବୈକୁଣ୍ଠ ରାଣି ଭଜନ ଉନ୍ମୋଚିତ

0
415

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଏଥର ଦଶହରା ବେଶ ଜମିବ । ଦର୍ଶକଙ୍କ ପାଇଁ ଏକ ସୁନ୍ଦର ଭେଟି ଦେଇଛି ବ୍ରହ୍ମପୁର ଷ୍ଟାର କ୍ର୍ରିଏଟିଭ। ପବିତ୍ର ଦଶହରା ଉପଲକ୍ଷେ ବ୍ରହ୍ମପୁର ଷ୍ଟାର କ୍ର୍ରିଏଟିଭ ତରଫରୁ ବୈକୁଣ୍ଠ ରାଣି ନାମକ ଏକ ଭଜନ ଉନ୍ମୋଚନ ହୋଇଛି । ଯାହା ଦର୍ଶକଙ୍କ ହୃଦୟକୁ ବେଶ ଆକର୍ଷିତ କରିଛି । ଏହି ିଗୀତକୁ କଣ୍ଠଦାନ କରିଛନ୍ତି କେଦାର ଦାସ । ସଙ୍ଗୀତ ନିର୍ଦେଶନା ବୁବୁ ମିଶ୍ର ଦେଇଥିବାବେଳେ ସହ ନିର୍ଦେଶ ଦେଇଛନ୍ତି ପ୍ରଭାତ ପ୍ରତିନିଧି । ଏ ଗୀତକୁ ଲେଖିଛନ୍ତି ନଟରାଜ (ରାଜା ) ।ସଙ୍ଗୀତର ପ୍ରଯୋଜକ ସିମାଚ୍‌ଂଳ ବିଶ୍ୱାଳ । ଏହାକୁ ସଂପାଦନା କରିଛନ୍ତି କୃଷ୍ନ ନାୟକ । ନିର୍ଦେଶକ ତ୍ରିନାଥ କୁମାର ,ଏବଂ ସହଯୋଗୀ ଚିକୁ ଓ ଏସଡି ଡେନସ ଗ୍ରୁଫ । ଇଛୁକ ଥବା କଳାକାରଙ୍କୁ ଏହି ଚ୍ୟାନେଲ ମାଧ୍ୟମରେ ସ୍ୱାଗତ କରାଯାଉଛି ।

LEAVE A REPLY

Please enter your comment!
Please enter your name here