ହଂସତୁଳି ଗ୍ରାମବାସୀ ବୃନ୍ଦ, ଜୀବନ ଦ୍ୟୁତି ଏଜୁକେଶନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ, ସମ୍ବାଦ -ଆମ ଓଡିଶା ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର, ୨୬ ୟୁନିଟ ରକ୍ତ ସଂଗ୍ରହ

0
319

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା)ଏହି ବ୍ଲକ ଅନ୍ତର୍ଗତ ହଂସତୁଳି ଠାରେ ଆଜି ହଂସତୁଳି ଗ୍ରାମବାସୀ, ଜୀବନ ଦ୍ୟୁତି ଏଜୁକେଶନାଲ ଆଣ୍ଡ ଚାରିଟାଵଲ ଟ୍ରଷ୍ଟ, ଆଇ ଏ ନିୟୁଜ ଓ ସମ୍ବାଦ ଆମଓଡିଶା ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ 26 ଜଣ ରକ୍ତଦାନ କରିଛନ୍ତି l ରକ୍ତଦାନ ଶିବିରକୁ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ମୁକୁନ୍ଦ ମାଧବ ସ୍ୱାଇଁ ଉଦଘାଟନ କରିଥିବା ବେଳେ ରଙ୍କନାଥ ସ୍ୱାଇଁ, ଯୋଗୀରାମ ଜେନା, ରମେଶ ଚନ୍ଦ୍ର ପଣ୍ଡା, ଆଇ ଏ ନ୍ୟୁଜ ପ୍ରତିନିଧି ଟୁକୁନା ପ୍ରଧାନ, ଶିକ୍ଷକ ପ୍ରସନ୍ନ କୁମାର ନାୟକ, ପରମେଶ୍ୱର ପଣ୍ଡା, ସତ୍ୟ ନାରାୟଣ ସେଠି, ସମୀର କୁମାର ପଣ୍ଡା, ଯୁବକ ସଂଘ ସଭାପତି କୃଷ୍ଣ ସ୍ୱାଇଁ, ଜିତେନ୍ଦ୍ର କୁମାର ସ୍ୱାଇଁ, ରଂଜିତ ସ୍ୱାଇଁ, ବାବୁ ଜେନା, ମିଟୁ ଜେନା ମହେନ୍ଦ୍ର କୁମାର ଗୌଡ଼ , ନରୀ ସାମଲ, ଗୌରହରି ପଲାଇ ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l
ଏହି ଶିବିରରେ ରମେଶ ଚନ୍ଦ୍ର ପଣ୍ଡା, ସନ୍ୟାସୀ ଜେନା, ଧୀରେନ୍ଦ୍ର ପ୍ରଧାନ, କେ. ପ୍ରଶାନ୍ତ କୁମାର ପାତ୍ର, ରଂଜିତ କୁମାର ସ୍ୱାଇଁ, ରାମ ଚନ୍ଦ୍ର ଜେନା, ସାଗର ଜେନା, ଅରୁଣ ପାତ୍ର, କବିରାଜ ଗୌଡ଼, ମୁନା ଜେନା, ଗଗନ ଗୌଡ଼, ଜୟରାମ ଜେନା, ଜିତେନ୍ଦ୍ର ବେହେରା, ଭଗବାନ ଜେନା, ନୀଳକଣ୍ଠ ଜେନା, ସିଲୁ ଜେନା, ସଞ୍ଜୟ ଖଟୁଆ, ନିରଞ୍ଜନ ଜେନା, ବାବୁ ଜେନା, ମିଟୁ ନାୟକ, ବୁଲା ସ୍ୱାଇଁ, ସିମାଞ୍ଚଳ ସ୍ୱାଇଁ, ଅଶେଷ କୁମାର ସ୍ୱାଇଁ, ବୁଲା ସ୍ୱାଇଁ, ବଂଶୀଧର ସ୍ୱାଇଁ, ଓ କାଳିଆ ନାୟକ ପ୍ରମୁଖ ରକ୍ତଦାନ କରିଥିଲେ l ବ୍ରହ୍ମପୁର ଏମ କେ ସି ଜି ରକ୍ତଭଣ୍ଡାର କର୍ମଚାରୀ ସୁଶାନ୍ତ କୁମାର ପାଣିଗ୍ରାହୀ, ଦେବାଶିଷ ପଣ୍ଡା, ରାମହରି ପଣ୍ଡା, ଚିନ୍ମୟ ବେହେରା , ବାବୁନି ବେହେରା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ l

LEAVE A REPLY

Please enter your comment!
Please enter your name here