ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକଙ୍କ ସହ ବ୍ଲକ କର୍ମଚାରୀଙ୍କ ବୈଠକ

0
323

ମୋହନା(ଅଂଶୁମାନ ପଣ୍ଡା)ଗଜପତି ଜିଲ୍ଲା ମୋହନା ବ୍ଲକକୁ ଦିନିକିଆ ଗସ୍ତରେ ଆସିଥିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ। ବ୍ଲକରେ ପହଞ୍ଚି ବ୍ଲକର ଉନ୍ନତି ମାନ କାର୍ଯ୍ୟ ଦେଖିବା ପରେ ଅଧିକ ଉନ୍ନତି ପାଇଁ ବ୍ଲକ ଅଧିକାରୀ ବଂଶୀଧର ଖୁସଲା ଓ ସରକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ,ଏପିଡ଼ି ବି. ରୋହିତ କୁମାର, ପଗ୍ରାମ ଅଧିକାରୀ,ଦେବୀ ପ୍ରସାଦ ଅଧିକାରୀ,ମନରେଗା କୋଡ଼ି ନେଟର ରଶ୍ମିତାଦାଶ ,ଜିଲ୍ଲାର ଅଧିକାରୀଙ୍କ ଉପସ୍ଥିତିରେ ୩୯ଟି ପଞ୍ଚାୟତର ପଞ୍ଚାୟତ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଯନ୍ତ୍ରୀ ମାନଙ୍କ ସହ ଆଲଚନା କରିବା ସହ ତୁରନ୍ତ ପଞ୍ଚାୟତ ଗୁଡିକରେ ଅଧାପନ୍ତରିଆ ହୋଇ ରହିଥିବା ଅଙ୍ଗନବାଡି ଗୃହ,ରାସ୍ତା, ଆବାସ ଯୋଜନା ପଞ୍ଚାୟତର ଲୋକଙ୍କୁ ମନରେଗାରେ କାମ ଯୋଗେଇବା , ପିଇବା ପାଣି,ବିଭିନ ଉନ୍ନତି ମାନର କାମ ଅଧା ହୋଇ ରହିଥିବା କାମକୁ ତୁରନ୍ତ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here