ମା ମହୁରୀକାଳୁଆ ମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ

0
283

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ମା ମହୁରୀକାଳୁଆ ମନ୍ଦିର ପରିଚାଳନା କମିଟି ର ବୈଠକ ଆଗକୁ ଦଶହରା ପାର୍ବଣ ରହିଥିବା ବେଳେ ପ୍ରତି ବର୍ଷ ପରୀ ଚଳିତ ବର୍ଷ ମା ମହୁରୀ କାଳୁଆ ଙ୍କ ପୀଠରେ ଶାନ୍ତି ଶୁଙ୍ଖଳାର ସହ ସରକାରୀ କୋଭିଡ ନିୟମ ମାନି ନବରାତ୍ରି ପୂଜା ନୀତିନିୟମ ଅନୁଯାଇ ପାଳିବାକୁ ପରିଚାଳନା କମିଟି ତଫରୁ ଏକ ବୈଠକ ମନ୍ଦିର ନିକଟସ୍ଥ କାର୍ଜ୍ୟାଳୟ ପ୍ରାଙ୍ଗଣ ରେ ସଭାପତି ଜଗନ୍ନାଥ ରାଉତ ଙ୍କ ସଭାପତି ତ୍ୱରେ ରବିବାର ଅନୁଷ୍ଠିତ ହୋଇଯାଇଛି ଏଥିରେ ପୂର୍ବତନ ସଭାପତି ତଥା ପୂର୍ବତନ ଅନ୍ତାଇ ସରପଞ୍ଚ ପ୍ରଦୀପ ବିଷୋୟୀ, ସମ୍ପାଦକ ଆନନ୍ଦ ପଟନାୟକ, ଉପସଭାପତି ତଥା ପୂର୍ବତନ କୁକୁଡାଖଣ୍ଡି ପଞ୍ଚାୟତର ଅଧକ୍ଷକ କାଶୀନାଥ ବିଷୋୟୀ, ଆଇନ ଉପଦେଷ୍ଟା ବଂଶୀଧର ପାଳ, କୃଷ୍ଣ କେଶବ ପ୍ରଧାନ ଇଶ୍ୱର ସେଠି, ରାଜୀବ ପାତ୍ର, ବନମାଳୀ ବିଶ୍ୱାଳ, ରମେଶ ସେଠି, ଶିଶିର କୁମାର ପାତ୍ର, ନାରାୟଣ ବିଷୋୟୀ, ଉଲା ଗୌଡ଼, ହରିଚନ୍ଦ୍ର କୋଠିଆ, ଭିକାରି ସାହୁ, ପ୍ରଭାକର ବିଷୋୟୀ, ସୁବାଷ ଚନ୍ଦ୍ର ପାତ୍ର, ଦେବରାଜ ସାମଲ ଙ୍କ ସମେତ ମନ୍ଦିର ମୁଖ୍ୟ ପୂଜକ ସନ୍ତୋଷ କୁମାର ତ୍ରିପାଠୀ ଓ ଅନ୍ୟ ସମସ୍ତ ପରିଚାଳନା କମିଟି ସଦସ୍ୟ ଓ ମା ଙ୍କ ସେବକ ମାନେ ଉପସ୍ଥିତ ଥିଲେ ଏଠାରେ ଆସନ୍ତା ମାସରେ ହେବାକୁ ଥିବା ନବରାତ୍ର ପୂଜା କିପରି ସୁରୁଖୁରୁରେ କୋଭିଡ ନିୟମ ପାଳି ହେବ ସେଥିପାଇଁ ଆଲୋଚନା କରିଥିଲେ ଅନଲକ ପାଞ୍ଚ ରେ କଣ ନିୟମ ରହିବ ସେଥିପାଇଁ ଆସନ୍ତା ମାସ ଚାରି ତାରିଖରେ ପୂର୍ଣ୍ଣର ବାର ବୈଠକ ହେବା ପାଇଁ ସ୍ଥିର ହୋଇଥିଲା

LEAVE A REPLY

Please enter your comment!
Please enter your name here