ବ୍ରହ୍ମପୁର ବିଧାୟକଙ୍କ ସୁସ୍ଥ ଜୀବନ କାମନା ପାଇଁ ମୋଚି ସାହି ଶ୍ରୀରାମ ମନ୍ଦିରରେ ପୂଜା ଅର୍ଚ୍ଚନା

0
336

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଆଜି ମୋଚି ସାହି ଶ୍ରୀରାମ ମନ୍ଦିର ଠାରେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡାଙ୍କ ସୁସ୍ଥ ଜୀବନ କାମନା କରି ପୂଜା, କ୍ଷୀର ଅଭିଷେକ, ଆଳତି ଆଦି କାର୍ଯ୍ୟକ୍ରମ ମୋଚି ସାହି ବାସିନ୍ଦାଙ୍କ ଦ୍ବାରା ସମାହିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ଶ୍ରୀମତୀ ମମତା ବିଶୋଇ,ଏସ୍ ଜଗନ୍ନାଥ ରାଓ,ଏସ୍ ରାମାବାବୁ,ଏନ୍ କୁଡାମା,ଏସ୍ ରାଣୀଙ୍କ ସମେତ ସାହିବାସିନ୍ଦା ପୂଜା କାର୍ଯ୍ୟରେ ଯୋଗ ଦେଇ ବିଧାୟକଙ୍କ ଆରୋଗ୍ୟ କାମନା କରିଥିଲେ।

LEAVE A REPLY

Please enter your comment!
Please enter your name here