ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

0
293

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବୁରୁପଡା ଗ୍ରାମରେ ନିର୍ମାଣ ହେବାକୁ ଥିବା ଉଗ୍ରତାରା ମନ୍ଦିରର ଉନ୍ନତି ନିମନ୍ତେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି l ଏଥିରେ ମନ୍ଦିରର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ଆଗମୀ ନବରାତ୍ରୀ ପୂଜା ନିମନ୍ତେ ଆଲୋଚନା ହୋଇଥିଲା l ବୈଠକ ଶେଷରେ ମନ୍ଦିର ପରିଚାଳନା କମିଟି ଚୟନ କରାଯାଇଥିଲା ଏହି କମିଟିରେ ସଭାପତି ଭାବେ ଦେବରାଜ ନାୟକ, ଉପସଭାପତି ରାଜୁ ପ୍ରଧାନ, ଉପଦେଷ୍ଟା ମାଧବ ଗୌଡ଼, ସମ୍ପାଦକ ସୁଦର୍ଶନ ନାୟକ, ଯୁଗ୍ମ ସମ୍ପାଦକ ଉଦ୍ଧବ ପୋଲାଇ, କୋଷାଧକ୍ଷ ଡ଼ମ୍ବୁରୁଧର ସେଠୀ, କାର୍ଯ୍ୟାଳୟ ସମ୍ପାଦକ ସହଦେବ ନାୟକ, ସଂଗଠନ ସମ୍ପାଦକ ମିଶ୍ର ସେଠୀ, ମନ୍ଦିର କମିଟି ସଦସ୍ୟ କଂସ ସେଠୀ, ମନ୍ଦିର ବଡ଼ ପଣ୍ଡା ବଳରାମ ମୁନୀ, କାର୍ଯ୍ୟକାରି କମିଟି ବାବୁ ପୋଲାଇ ପ୍ରମୁଖ ସଦସ୍ୟ ରୂପେ ମନୋନୀତ ହୋଇଥିଲେ l

LEAVE A REPLY

Please enter your comment!
Please enter your name here