ମୃତ କର୍ମଚାରୀଙ୍କ ପରିବାରକୁ ସହାୟତା ପ୍ରଦାନ

0
354

ହିଂଜିଲିକାଟୁ(ହିମାଂଶୁ ବେହେରା)ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର କାର୍ଯ୍ୟରତ ପ୍ରାଣୀଧନ ନିରୀକ୍ଷକ ସ୍ୱର୍ଗତଃ ଆର୍. ଦୁର୍ଯ୍ୟୋଧନଙ୍କ ପରିବାର ସହଯୋଗର ହାତ ବଢ଼ାଇଛନ୍ତି ଗଞ୍ଜାମ ଜିଲ୍ଲା ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଙ୍ଘର ସଭ୍ୟ ମାନେ ତାଙ୍କ ପରିବାର କୁ ୭୦,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ତାଙ୍କ ପତ୍ନୀଙ୍କୁ ଚେକ ଆକାରରେ ପ୍ରଦାନ କରିବା ସହ ଆତ୍ମାର ସଦଗତି କାମନା କରିଥିଲେ l ଏହି ସମୟରେ ଜିଲ୍ଲା ସଙ୍ଘ ସଭାପତି,ସମ୍ପାଦକ, ରାଜ୍ୟ ସଙ୍ଘ ଦକ୍ଷିଣ ଭାଗ ସଂଗଠକ, ହିଞ୍ଜିଳି ବ୍ଲକର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here