ଦେଶୀ ମଦଭାଟି ଉପରେ ପୋଲିସର ଚଢ଼ାଉ

0
441

ସୋରଡ଼ା(ନିଲୁ ବିଶୋଇ) ସୋରଡ଼ା ଥାନା ଅନ୍ତର୍ଗତ ରଙ୍ଗମାଟିଆ ଠାରେ ଥିବା ଏକ ବେଆଇନ ଦେଶୀ ମଦ ଭାଟି ଉପରେ ସୋରଡ଼ା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ୧୦୦୦ ଲିଟର ପୋଚ ନଷ୍ଟ କରିବା ସହ ୮୦ ଲିଟର ଦେଶୀ ମହୁଲି ଓ ମଦ ପ୍ରସ୍ତୁତି ରେ ବ୍ୟବହାର ହେଉଥିବା ସାମଗ୍ରୀ ଜବତ କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here