ରକ୍ତ ଦାନ ଜୀବନ ଦାନ;ରକ୍ତର ବିକଳ୍ପ ନାହିଁ ଏହା ଏକ ଅମୁଲ୍ୟ ସମ୍ପଦ

0
293

ଭୁବନେଶ୍ୱର(ନ୍ୟୁଜଏକ୍ସଟ୍ରା)ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ଉତ୍ତର ଭୁବନେଶ୍ୱର ୱାର୍ଡ଼ ନମ୍ୱର-୧୨ ରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଆୟୋଜନ, ବିଧାୟକ ସୁଶାନ୍ତ କୁମାର ରାଉତ ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା, ମାନ୍ୟବର ସାଂସଦ ସୁଜିତ୍ କୁମାର, ଓ, ଜୀବନ ବିନ୍ଦୁ ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ,ଅଶ୍ଵିନୀ ସୁନ୍ଦରାୟ ଓ ନବ କିଶୋର ବେହେରା, ଭୁବନେଶ୍ବର ଉତ୍ତର ବିଜେଡି ସଭାପତି ସୂର୍ଯ୍ୟ କାନ୍ତି ଜେନା ,ସ୍ଥାନୀୟ କର୍ପୋରେଟର ସଞ୍ଜୟ ସେଠୀ, ଅମରେଶ ଜେନା, ସମୀର ପ୍ରଧାନ, ରଜକମଲ୍ ଜେନା କିଶୋର କୁମାର ନାୟକ, ସୌମ୍ୟ ରଞ୍ଜନ ପ୍ରଧାନ, ଲୋକେଶ କୁମାର, ବାଣୀକଲ୍ୟାଣ ମହାନ୍ତି, ଅକ୍ଷୟ ସ୍ବାଇଁ, ସମାଜସେବୀ ବଦ୍ରୀ ନାରାୟଣ ମିଶ୍ର,ଉତ୍ତର ଭୁବନେଶ୍ଵରର ସମସ୍ତ କର୍ପୋରେଟର, ସ୍ଥାନୀୟ ଯୁବ ନେତା, ଛାତ୍ର ନେତା ଓ ବୁଦ୍ଧିଯିବି ଯୋଗ ଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ ଓ । ଏହି ରକ୍ତ ଦାନ ଶିବିରରେ ୬୦ ୟୁନିଟ୍ ରକ୍ତ ସଂଗ୍ରହ କରାଗଲା ବୋଲି ଓଡ଼ିଶା ମୋ ପରିବାର, ଜୀବନ ବିନ୍ଦୁ ଉତ୍ତର ସଂଯୋଜକ ଡଃ ତ୍ରିପାଠୀ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here