କରୋନା ମୃତକଙ୍କ ଶବ ସତ୍କାର କରିବେ ରାଜ୍ୟ ସରକାର

0
351

ଭୁବନେଶ୍ୱର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ କରୋନା ସଂକ୍ରମିତ ଯେଉଁ ହସ୍ପିଟାଲରେ ମୃତ୍ୟୁବରଣ କରିଥିବେ, ସେଠାରେ ମେଡିକାଲ ଟିମ ଦ୍ୱାରା ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଡାକ୍ତରଖାନା ପକ୍ଷରୁ ମରଶରୀରକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ । ଏହା ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର କରୋନା ସଂକ୍ରମଣରେ ମୃତ ବ୍ୟକ୍ତିଙ୍କ ଶବ ସତ୍କାର କରିବେ ।

LEAVE A REPLY

Please enter your comment!
Please enter your name here