ବ୍ରହ୍ମପୁର ବିଜେପି ପକ୍ଷରୁ ପୂର୍ବତନ ସମ୍ପାଦକଙ୍କ ଜନ୍ମ ଦିନ ନିଆରା ଢଙ୍ଗରେ ପାଳିତ

0
387

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ବ୍ରହ୍ମପୁର ବିଜେପିର ପୂର୍ବତନ ସମ୍ପାଦକ ତଥା ସମାଜସେବୀ ନୀଳକଣ୍ଠ ସାହୁଙ୍କ ଜନ୍ମ ଦିନ ଅବସରରେ ମା କାଳୁଆ ଙ୍କ ଆଶୀର୍ବାଦ ନେଇ ବିଜେପିର କିଛି କାର୍ଯ୍ୟକର୍ତାଙ୍କ ସହ ମିଶି ବେଡା ବନ୍ଧ ର ମୁଖ୍ୟ ରାସ୍ତାର ପାର୍ଶ୍ବରେ ବେଲ, ନିମ ପରି ଔଷଧିୟ ବୃକ୍ଷ ସହିତ ଛାୟା ପ୍ରଦାନକାରୀ ବର ଓ ଉସ୍ତ ଗଛ ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ରବୀନ୍ଦ୍ର ସାହୁ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୋରୋଜ୍ ସାବତ, ମଧୁସୂଦନ ସାହୁ, କାମନା ପାଢ଼ୀ, ବିଷ୍ଣୁ ସୁବୁଦ୍ଧି ,ବାଳକୃଷ୍ଣ ସାମନ୍ତରାୟ ,ସୁଶୀଳା ମଲିକ୍ ,ବବିତା ପାତ୍ର, ପ୍ରଭାତ ଷଡ଼ଙ୍ଗୀ, ସିଦ୍ଧାନ୍ତ ଗଙ୍ଗ ଦେବ୍, ଶ୍ରିନୁ ,ଗଣେଶ ପାଣିଗ୍ରାହୀ, ବିଷ୍ଣୁ ସୁବୁଦ୍ଧି ଓ ମଣ୍ଡଳର ବହୁ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here