ବିଡ଼ିପୁର ରେ କୋରନା ପରୀକ୍ଷା ପାଇଁ ସଚେତନତା

0
358

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) ଅନ୍ତର୍ଗତ ବିଡିପୁର ପଂଚାୟତ ରେ କୋରନା ପରୀକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ,ସରପଞ୍ଚ କୃଷ୍ଣ ଚନ୍ଦ୍ର ରଥ, ଓ .ସ .ଡି, ସମିତିସଭ୍ୟ ଅମୀର କୁମାର ସ୍ୱାଇଁ,ପିଇଓ ପ୍ରଦୀପ ପ୍ରଧାନ,ସରୋଜ କୁମାର ନାୟକ,ପ୍ରମୁଖ କୋରନା ପରୀକ୍ଷା ପାଇଁ ସଚେତନତା କରେଇଥିଲେ।ବଣିକ ସଂଘ ସଭାପତି ବଂଶୀ ଧର ବାରିକ,ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ,ମାନେ ଯୋଗ ଦେଇଥିଲେ।ପଚାୟତ କାର୍ଯ୍ୟଳୟ ଆଗ ହାଇସ୍କୁଲ ରେ ମଙ୍ଗଳବାର ସକାଳ 8.30ମିନଟ ଠାରୁ ପରୀକ୍ଷା କରାଯିବ।ଜ୍ୱର, ଖାସ,କଫ,ହେଉଥିବା ବ୍ୟକ୍ତି ମାନେ ପରୀକ୍ଷା କରିବା ପାଇଁ ନିବେଦନ କରିଥିଲେ।ରୋଗ କୁ ଭୟ ନ କରି,ଯଦି ପଜିଟିଭ୍ ଆସେ ବିଡିପୁର କୋଭିଡ ଚିକିତ୍ସା ରେ ହିଁ ଚିକିତ୍ସିତ କରା ଯିବ ବୋଲି କୁହାଯାଇ ଥିଲା।

LEAVE A REPLY

Please enter your comment!
Please enter your name here