ବେଆଇନ ଗୁଟଖା ଓ ଖଇନି ଜବତ

0
531

ଭଞ୍ଜନଗର(ନିଲୁ ବିଶୋଇ) ସଟ ଡାଉନ ସମୟରେ ଭଞ୍ଜନଗର ଏନଫୋର୍ସ ଟିମ ଦୁଆର ଚଢ଼ାଉ କରାଯାଇ ଜଗନ୍ନାଥ ପ୍ରଶାଦ ବ୍ଳକ ରାଉତି ଗ୍ରାମର ଏକ ଦୋକାନ ରୁ ପୁଲିସ ପ୍ରଶାସନ ସହାୟତା କ୍ରମେ ବେଆଇନ ଗୁଟଖା ଓ ଖଇନି ଜବତ କରାଯାଇଛି।

LEAVE A REPLY

Please enter your comment!
Please enter your name here