ବିଡ଼ିପୁର କଲେଜ ପିଅନ ଙ୍କ ପରଲୋକ

0
715

ଭଞ୍ଜନଗର/ ଜଗନ୍ନାଥ ପ୍ରସାଦ(ନିଲୁ ବିଶୋଇ) ଜଗନ୍ନାଥ ପ୍ରସାଦ ବ୍ଳକ ବିଡ଼ିପୁର ତେନ୍ତୁଳିଆ ଶାସନ ଦେବସ୍ଥାନ କଲେଜର ପିଅନ ଭଞ୍ଜ କିଶୋର ରଥ (୫୨) ଙ୍କ ଗତକାଲି ପରଲୋକ ହୋଇଯାଇଛି। ହଠାତ ଗତକାଲି ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଶ୍ରୀ ରଥ ଜଣେ ଧର୍ମ ପ୍ରଣାୟନ ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କରି ମୃତ୍ୟୁରେ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଓ ସ୍ତାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here