ରବି ନାରାୟଣ ବେହେରାଙ୍କ ଗଞ୍ଜାମ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ I

0
366

ଛତ୍ରପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଶ୍ରୀ ଯୁକ୍ତ ରବିନାରାୟଣ ବେହେରା ଗଞ୍ଜାମ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦାୟିତ୍ବ ଭାର ଗ୍ରହଣ କରିଛନ୍ତି।ସେ ବହୁତ ପୂର୍ବରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଲୋକସମ୍ପର୍କ ଅଧିକାରୀ ଭାବେ ଖୁବ ଦାୟିତ୍ୱର ସହ ସମ୍ପାଦନ କରିଥିଲେ । ଏହା ପୂର୍ବରୁ ସୂଚନା ଓ ଲୋକସମ୍ପର୍କ ବିଭାଗରେ ପ୍ରଦର୍ଶନୀ ସଂଗଠକ ଭାବେ ନିୟୋଜିତ ଥିଲେ । ସେ ଜଣେ ଖୁବ ମିଷ୍ଟାଭାସି ,କର୍ତ୍ତବ୍ୟ ପରାୟଣ , ଦାୟିତ୍ୱବାନ, ଭାବେ ବେଶ ପରିଚିତ ।

LEAVE A REPLY

Please enter your comment!
Please enter your name here