ଗଞାମଜିଲ୍ଲା ପୁସ୍ତକ ମେଳା ସମିତିର ଶୋକ ସଭା

0
392

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ବ୍ରହ୍ମପୁର ସହର ର ବିଶିଷ୍ଟ ସମାଜ ସେବୀ, ରାଜନେତା, ଧର୍ମପରାୟଣ ବ୍ୟକ୍ତି ତଥା ଗଞାମଜିଲା ପୁସ୍ତକ ମେଳା ସମିତିର ସଭାପତି ଅଲେଖ ଚୌଥୁରୀଙ୍କ ଅକାଳ ବିୟୋଗରେ ସମିତି ତରଫରୁ ଉପଦେଷ୍ଟା ଡା. ଚନ୍ଦ୍ରମଣି ସ୍ବାଇଂଙ୍କ ଅଧ୍ୟକ୍ଷତାରେ ମୋବାଇଲ କନଫେରନସିଙ୍ଗ ଜରିଆରେ ଏକ ଶୋକସଭା ଆୟୋଜନ କରାଯାଇ ଥିଲା । ଦିବଂଗତ ଅମର ଆତ୍ମାର ସଦଗତି କାମନା କରି ଏଥିରେ ସମ୍ପାଦକ ଭବାନୀ ଶଙ୍କର ପାଣିଗ୍ରାହୀ, ଡା.ଲମ୍ବୋଧର ପାଣିଗ୍ରାହୀ, ଡା.ପ୍ରକାଶ ଚନ୍ଦ୍ର ପାଣିଗ୍ରଅହୀ, ଉପ ସଭାପତି କୃଷ୍ଣ ଚନ୍ଦ୍ର ଦାସ, ସୁବାସ ଚନ୍ଦ୍ର ପଟ୍ଟନାୟକ, ମହମ୍ମଦ ଆସଲାମ , ଶ୍ରୀମତୀ ଜ୍ୟୋଛନା ରାଣୀ ସ୍ବାଇଂ, ଦେବୀ ପ୍ରସାଦ ସାହୁ ଓ ଦେବୀ ପ୍ରସାଦ ମହାପାତ୍ର ପ୍ରମୂଖ ଅଲେଖ ଚୌଥୁରୀଙ୍କ ଅକାଳ ବିୟୋଗରେ ପ୍ରଥମେ ଦୁଇମିନଟର ନୀରବ ପ୍ରାର୍ଥନା ପରେ ଗଭୀର ଶ୍ରଦ୍ଧାଞଳୀ ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here