ଉପଜିଲ୍ଲାପାଳଙ୍କ ଛଅ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ

0
349

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଆଜି ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଛଅ ଗୋଟି ସଙ୍ଗରୋଧ କେନ୍ଦ୍ର ବୁଲି ଦେଖିଛନ୍ତି |କୁଲାଡ଼, କୋଟୀବରଡ଼ୀ, ବାରୁଡା, ବୋରିବନ୍ଦ, ଗୁଜୁରାଳି ଏଵଂ ତୁରୁମ | ସଙ୍ଗରୋଧ କେନ୍ଦ୍ର ର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ବୁଝିବା ସହ କିପରି ଅନ୍ତେବସି ମାନେ ଉତ୍ତମ ଖାଦ୍ୟ ଖାଇବେ ସେଥିପ୍ରତି ଯତ୍ନବାନ ହେବା ସହ ପ୍ରତିଦିନ କରୋନା ସଚେତନ ଶିକ୍ଷା, ଯୋଗ, ପ୍ରବଚନ ଇତ୍ୟାଦି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଅୟୋଜନ କରିବାକୁ ପରାମର୍ଶ ଦେଇଛନ୍ତି

LEAVE A REPLY

Please enter your comment!
Please enter your name here