ଜଳୁଛି ଜଙ୍ଗଲ, ନିଦାବିଷ୍ଣୁ କର୍ତ୍ତୃପକ୍ଷ

0
766

ଗଞ୍ଜାମ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଉଜ୍ଜଳେଶ୍ବର ପୁରୁଣାପାଣି ମୁଖ୍ୟ ରାସ୍ତା ପାର୍ଶ୍ୱରେ ରହିଥିବା ଜଙ୍ଗଲ ଦିନରେ ଜଳୁଛି।ଗଞ୍ଜାମ ଗଜପତି ଏହି ସୀମାନ୍ତ ଅଞ୍ଚଳରେ ଦେଖିବାକୁ କେହି ନାହିଁ କି କହିବାକୁ କେହି ନାହିଁ ପରିସ୍ଥିତି ନା ଜଙ୍ଗଲ ବିଭାଗର ଖାମଖିଆଲିରୁ ସଚେତନତାର ଅଭାବ ତାହା ଏଠି ପ୍ରଶ୍ନବାଚୀ ଗୋଟିଏ ପଟେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଅନ୍ୟପଟେ କୋଭିଡ୧୯ ପରି ସମ୍ବେଦନଶୀଳ ଘଟଣାଏ ପ୍ରତିକାତ୍ମକ କାର୍ଯ୍ୟକ୍ରମ ତେବେ ଏହି ଚିତ୍ର ଦୃଶ୍ୟ ଭିଡିଓ କଣ ବୟାନ କରୁଛି ତାହା ଖୋଦ ସରକାର ବିଚାରକୁ ନିଅନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ସମାଲୋଚନା

LEAVE A REPLY

Please enter your comment!
Please enter your name here