ପୁଣି ଗଞ୍ଜାମରୁ ୫ କରୋନା ପଜିଟିଭ ଚିହ୍ନଟ

0
404

ଭୁବନେଶ୍ୱର: ପୁଣି ରାଜ୍ୟରେ ୫ କରୋନା ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତେ ଗଞ୍ଜାମରୁ ବୋଲି ଜଣାପଡିଛି । ଏହାକୁ ମିଶାଇ ମୋଟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ପହଞ୍ଚିଛି । ଆଜି ଗୋଟିଏ ଦିନରେ ଗଞ୍ଜାମରୁ ୧୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here