ବିଜେପି ପକ୍ଷରୁ ସାନକୋଦଣ୍ଡା ଗ୍ରାମ ପଂଚାୟତ ରେ ମାସ୍କ ବଣ୍ଟନ

0
431

ଭଞ୍ଜନଗରନ୍ୟୁଜ ଏକ୍ସ ଟ୍ରା/ନିଲୁ ବିଶୋଇ): କୋରନା ପାଇଁ ସରକାର ସାରା ଦେଶରେ ଲକ୍ ଡାଉନ ଘୋଷଣା କରିଛନ୍ତି। କୋରନା ସଂକ୍ରମଣ କୁ ରକ୍ଷା ପାଇଁ ଜନସାଧାରଣ ଙ୍କ ପାଇଁ ମାସ୍କ ବିନ୍ଧିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ବିଜେପି ପକ୍ଷରୁ ସାନକୋଦଣ୍ଡା ଗ୍ରାମ ପଂଚାୟତ ରେ ଜନସାଧାରଣ ଙ୍କୁ ମାସ୍କ ବଣ୍ଟନ କରାଯିବା ସହ କୋରନା ଭୁତାଣୁ ଦାଉରୁ କିପରି ନିଜ କୁ ରକ୍ଷା କରାଯାଇପାରିବ ସେ ନେଇ ସଚେତନ ମଧ୍ୟ କରାଯାଇଛି। ପ୍ରକାଶ ଥାଉକି ବିଜେପି ପକ୍ଷରୁ କିଛି ଦିନ ପୂର୍ବରୁ ମଧ୍ୟ ଜିଲୁଣ୍ଡି ଗ୍ରାମ ପଂଚାୟତ ଓ ଭଞ୍ଜନଗର ଅଂଚଳର ବିଭିନ୍ନ ସ୍ଥାନରେ ରେ ମାସ୍କ ବଂଟନ କରାଯାଇଥିଲା। ବିଜେପି ର ଏହି ମହାନ କାଯ୍ୟ କୁ ଜନସାଧାରଣ ପ୍ରଶଂସା ମଧ୍ୟ କରୁଛନ୍ତି । ଆଗାମୀ ଦିନରେ ଏଭଳି କାଯ୍ୟ ଜାରି ରହିବ ବୋଲି ବିଜେପି ନେତା ମାନେ କହିଛନ୍ତି । ଏହି କାଯ୍ୟକର୍ମ ଓକିଲ ତଥା ବିଜେପି ନେତା ସନ୍ତୋଷ କୁମାର ପାଳ , ସଞ୍ଜୟ କୁମାର ପାଣିଗ୍ରାହୀ, ଭଞ୍ଜରାମ ପ୍ରଧାନ ଙ୍କ ସମେତ ଏକାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here