ବିଶ୍ୱ ରେଡ଼ କ୍ରସ ଦିବସରେ ପାରଳାଖେମୁଣ୍ଡି ବିଜେପି ଯୁବ ମୋର୍ଚ୍ଚା ତରଫରୁ ରକ୍ତ ଦାନ ଶିବିର

0
340

ପାରଳାଖେମୁଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ବିଶ୍ୱ ରେଡ଼ କ୍ରସ ଦିବସ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚା ତରଫରୁ ୨୦ୟୁନିଟ ରକ୍ତ ସଂଗ୍ରହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ର ବିଧାୟକ କେ ନାରାୟଣ ରାଓ ଓ ବରିଷ୍ଠ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ। ଯୁବ ମୋର୍ଚା ର ନଗର ସଭାପତି ସନ୍ତୋଷ ଜେନା ମଧ୍ୟ ରକ୍ତଦିନ କରି ଯୁବ ମୋର୍ଚା ର କାର୍ଯ୍ୟକର୍ତା ମାନଙ୍କୁ ଉତ୍ସାହ କରିଥିଲେ। ତାହା ସହିତ ଏହି ସମୟରେ କୌଣସି ଲୋକଙ୍କୁ ରକ୍ତ ଅଭାବରୁ ମୃତ୍ୟୁ ହେବାକୁ ନ ଦେବା ପାଇଁ କହିଛନ୍ତି।

LEAVE A REPLY

Please enter your comment!
Please enter your name here