ରାଜ୍ୟରେ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ;ଗଞ୍ଜାମରେ ୭ ଓ ଭୁବନେଶ୍ୱରରେ ୩

0
401

ଭୁବନେଶ୍ୱର:ରାଜ୍ୟରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୭ଜଣ ବ୍ରହ୍ମପୁରରୁ ହୋଇଥିବାବେଳେ ଆଉ ୩ ଜଣ ଭୁବନେଶ୍ୱରରୁ ବୋଲି ଜଣାପଡିଛି । ଏହାଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଁଞ୍ଚିଛି।

LEAVE A REPLY

Please enter your comment!
Please enter your name here