ଜୁଆ ଆଡା ଉପରେ ପୋଲିସର ଚଢ଼ାଉ ; ୯ଜଣ ଗିରଫ

0
587

ଜଗନ୍ନାଥପ୍ରସାଦ(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କମସର ଗ୍ରାମରେ ଗତକାଲି ସନ୍ଧ୍ୟାରେ ଚାଲିଥିବା ଏକ ଜୁଆ ଆଡା ଉପରେ କୌଣସି ସୂତ୍ରରୁ ଖବର ପାଇ ଜଗନ୍ନାଥ ପ୍ରସାଦ ପୋଲିସ ଚଢ଼ାଉ କରି ୯ ଜଣ ଜୁଆଡି ଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ନଗଦ ୧୫୫୦୦ ଟଙ୍କା , ୬ଟି ମୋବାଇଲ ଫୋନ ଓ ୧ ସ୍କୁଟି ଜବତ କରିଛି। ଏଥି ସହିତ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ସମସ୍ତଙ୍କୁ କୌର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here