ରିକ୍ସା ଚଳାଇ ପାଠ୍ୟ ପୁସ୍ତକ ବାଣ୍ଟିଲେ ପ୍ରଧାନ ଶିକ୍ଷକ

0
436

ପୁଡ଼ାମାରି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ରାଜ୍ୟ ସରକାର ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଲକ ଡାଉନ ସମୟରେ ସାନଖେମୁଣ୍ଡି ବ୍ଲକ ପୁଡାମାରୀ ଗାଁ ରେ ଘର ଘର ବୁଲି ଶିକ୍ଷକ ଶିକ୍ଷୟତ୍ରି ମାନେ ଅଭିଭାବକ ମାନଙ୍କ ଘରେ ପହଂଚି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ପାଠ୍ୟ ପୁସ୍ତକ ଯୋଗାଇ ଦେଇଥିବା ଦେଖିବାକୁ ମିଳିଛି।ଏମିତିକି ସମ୍ପୃକ୍ତ ସ୍କୁଲ ପ୍ରଧାନ ଶିକ୍ଷକ ନିଜେ ରିକ୍ସା ଚଳାଇ ଏହି ପାଠ୍ୟ ପୁସ୍ତକ ବାଣ୍ଟି ଥିବାର ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here