ଜୁଆ ଆଡ୍ଡା ଉପରେ ଚଢ଼ାଉ; ୧୦ ଗିରଫ

0
343

ବେଲଗୁଣ୍ଠା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗାଙ୍ଗପୁର ଥାନା ଅନ୍ତର୍ଗତ ପଣିବନ୍ଧ ଏକ ଆମ୍ବ ତୋଟାରେ କିଛି ଦିନ ହେବ ଏକ ଜୁଆ ଆଡ୍ଡା ଚାଲୁଥିଲା ।ଆଜି ସଂଧ୍ୟାରେ ଜୁଆ ଖେଳ ଚାଲିଥିବା ବେଳେ ଗାଙ୍ଗପୁର।ଥାନା ଅଧିକାରୀ ଧିରେଶ କୁମାର ଦାସ ଓ ଡିଏସପି ସଞ୍ଜୟ କୁମାର ମହାପାତ୍ର ଚଢ଼ାଉ କରି ଦଶ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ୧୦୧୮୦ ଟଙ୍କା ଓ ୪ ଟି ମୋବାଇଲ ଫୋନ୍ ଜବତ କରିଛନ୍ତି ।ଏ ନେଇ ଗାଙ୍ଗପୁର ଥାନାରେ ୯୮/୨୦ ରେ ଏକ ମାମଲା ରୁଜ୍ଜୁ କରି ୟୁ/ଏସ୍ -୩ ଓପିଜି ଧାରାରେ ସମସ୍ତ ଜୁଆଡିଙ୍କୁ ଗିରଫ କରିଥିବା ଗାଙ୍ଗପୁର ଥାନଧିକାରୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here