ଆମ ପୋଲିସ ତରଫରୁ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
361

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦିଗପହଣ୍ଡି ବ୍ଲକ୍ ବି.ତୁରୁବୁଡି ପଞ୍ଚାୟତ ମରେଇବାଡି ଗ୍ରାମରେ ଆମ ପୁଲିସ୍ ତରଫରୁ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ଥାନା ଆଇ.ଆଇ.ସି ବସନ୍ତ କୁମାର ସେଠୀଙ୍କ ତତ୍ବାବଧାନରେ ସମସ୍ତ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ଶତାଧିକ ଗ୍ରାମବାସୀଙ୍କୁ କରୋନା ଭଳି ମାରାତ୍ମକ ରୋଗରୁ କିପରି ଭାବେ ସଚେତନ ହୋଇପାରିବ ତତ୍ ସହ ସମସ୍ତ ଗ୍ରାମବାସୀଙ୍କୁ ମାସ୍କ,ଡେଟଲ୍ କିମ୍ବା ସାବୁନ ସାହାର୍ୟ୍ୟରେ ସଫାରଖି ନିଜକୁ କରୋନାରୁ ରକ୍ଷା ପାଇପାରିବେ ସେ ନେଇ ସଚେତନତା କରିବା ସହ ସମସ୍ତଙ୍କୁ ମାସ୍କ. ସାବୁନ ଓ ବିସ୍କୁଟ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here