ବାଉଁଶଲୁଣ୍ଡି ଗଜଲଷ୍ମୀ ପୂଜା କମିଟି ପକ୍ଷରୁ ସଚେତନତା ସହ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ

0
431

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଳୁ ବିଶୋଇ):କୋରନା ଭୂତାଣୁ କୁ ନେଇ ସରକାର ସାରାଦେଶରେ ୨୧ ଦିନିଆ ଲକ୍ ଡାଉନ ଘୋଷଣା କରିଛନ୍ତି। ସମସ୍ତେ ଘରେ ରହିବାକୁ ପ୍ରଶାସନ ପକ୍ଷରୁ ନିଦେଶ ଦିଆ ଯାଇଛି। ଏଭଳି ସ୍ଥିତିରେ ଗରିବ ଲୋକମାନଙ୍କ କାମ ଧନ୍ଦା ବନ୍ଦ ହେବା କାରଣ ରୁ ବହୁ ଲୋକ ପ୍ରଭାବିତ ହୋଇକି ନିଜ ପରିବାର ସହ ଦୁଃଖକଷ୍ଟ ରେ ଦିନ ବିତାଉଛନ୍ତି। ସେମାନଙ୍କ ଖାଇବାଓ ଚଳିବ କଷ୍ଟ ହେଉଛି। ଏଭଳି ପରିସ୍ଥିତି କୁ ଦେଖି ଭଞ୍ଜନଗର ବାଉଁଶଲୁଣ୍ଡି ଗଜଲଷ୍ମୀ ପୂଜା କମିଟି ପକ୍ଷରୁ ଦୁଃଖ କଷ୍ଟ ରେ ରହୁଥିବା ଗରିବ ଓ ଅସହାୟ ଲୋକ ମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ପ୍ରତ୍ୟେକ ପରିବାର କୁ ସେମାନେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ସହ ସଚେତନ କରାଉଛନ୍ତି

LEAVE A REPLY

Please enter your comment!
Please enter your name here