ଜିରାବାଡ଼ି ଗ୍ରାମ ପଂଚାୟତ ରେ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ

0
371

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଜଗନ୍ନାଥପ୍ରସାଦ ବ୍ଳକ ଅନ୍ତର୍ଗତ ଜିରାବାଡି ଗ୍ରାମପଞ୍ଚାୟତ ରେ ବାହାରୁ ଆସିରହୁଥିବା ବିଭିନ୍ନ ଲୋକ ମାନଙ୍କୁ ଏବଂ ଗ୍ରାମର ଗରିବ ପରିବାର ମାନକୁ ରାନ୍ଧ ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଲଷ୍ମୀନାରାୟଣ ସ୍ୱୟଂ ସହାୟକ ଗୋଷ୍ଠୀ ଦାୟିତ୍ୱ ନେଇ ଖାଦ୍ୟରନ୍ଧନ କରୁଛନ୍ତି, ଏଥିରେ ଚେଇରମାନ ପ୍ରତିନିଧି ଶ୍ରୀଯୁକ୍ତ ଅନାଦି ବେହେରା, ସରପଞ୍ଚ ପ୍ରତିନିଧି ଶ୍ରୀ ଉପେନ୍ଦ୍ର ବେହେରା, ଗ୍ରାମସେବକ ଶ୍ରୀଯୁକ୍ତ ଅରଖିତ ପ୍ରଧାନ, ନିରାକାର ପଣ୍ଡା, ହାଡୁ ବନ୍ଧୁ ଦାସ, ପ୍ରତିମା ପ୍ରଧାନ, ତନୟା ପାଳ ୱାର୍ଡ ମେମ୍ବର ଓ ଅନ୍ୟାନ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ.

LEAVE A REPLY

Please enter your comment!
Please enter your name here