ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୦୨୦୦ ଟଙ୍କା ଦେଲେ ଇନ୍ଦିରା ଡିଗ୍ରୀ ମହାବିଦ୍ୟାଳୟ କର୍ମଚାରୀ

0
435

ମୋହନା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଇନ୍ଦିରା ସ୍ମୃତି ଡ଼ିଗ୍ରୀ ମହାବିଦ୍ୟାଳୟ ଚାନ୍ଦିପୁଟ ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ତରଫରୁ କୋରୋନା ବିରୁଦ୍ଧରେ ସଂଗ୍ରାମ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯଥାଶକ୍ତି ସାହାଯ୍ୟ l ବର୍ତମାନ ସାରା ରାଜ୍ୟରେ କୋରୋନାର ଭୟ ଚାଲିଥିବା ବେଳେ ସରକାରଙ୍କୁ ପାଣ୍ଠିକୁ ସାହାଯ୍ୟର ହାତ ବଡ଼ାଇଛନ୍ତି ଜନସାଧାରଣ ଏପରି ଏକ ଦୃଶ୍ୟ ଦେଖିବାକୁ ମେଳିଛି ମୋହନା ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଇନ୍ଦିରା ସୃମୁତି ଡିଗ୍ରୀ ମହାବିଦ୍ୟାଳୟ ର କର୍ମକର୍ତ୍ତା ମାନେ ୨୦ଜଣ ଅଧ୍ୟପିକା,ଅଧ୍ୟାପକ ଓ କର୍ମଚାରୀ ମାନେ ଆଜି ୨୦ହଜାର ୨୦୦ଟଙ୍କା ରିଲିଫ ଫଣ୍ଡ ଖାତାକୁ ପଠାଇଛନ୍ତି। ମୋହନା ବ୍ଲକରେ ପ୍ରଥମେ ସାହାଯ୍ୟ କରିଥିବାରୁ ଛାତ୍ର ଛାତ୍ରୀ ମାନେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here