ଦିବ୍ୟାଙ୍ଗ ଗଣେଶ ସିଂ ଙ୍କ କୋରନା ସଚେତନତା ବାର୍ତ୍ତା

0
617

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା/ ନିଲୁ ବିଶୋଇ) : ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜର କର୍ମଚାରୀ ଗଣେଶ ସିଂ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ବର୍ତ୍ତମାନର ପରିସ୍ଥିତି କୁ ନିୟନ୍ତ୍ରଣ କରିବାକୁ ହେଲେ ସଚେତନତା ସୃଷ୍ଟି କରିବା ଦ୍ଵାରା କୋରନା ଭୂତାଣୁ ର ପ୍ରତିରୋଧ କରାଯାଇପାରିବ ବୋଲି ମନସ୍ଥ କରି ନିଜ ସ୍କୁଟର ରେ ଗାଁ ଗାଁ ବୁଲି ଲୋକ ମାନକୁ ସଚେତନ କରାଉଛନ୍ତି। କୋରନା ଭୁତାଣୁ ସମ୍ପର୍କରେ ବେକରେ ଏକ ନାମ ଫଳକ ଓ ସ୍ୱତନ୍ତ୍ର ବେଶରେ ବୁଲି ବୁଲି ଗଣେଶ ସଚେତନତା ର ବାର୍ତ୍ତା ଦେଉଛନ୍ତି । ଗଣେଷ ସିଂ ଙ୍କ ଏହି ମହତ କାର୍ଯ୍ୟକୁ ସବୁ ଆଡୁ ପ୍ରଶଂସା ର ସୁଅ ଛୁଟୁଛି

LEAVE A REPLY

Please enter your comment!
Please enter your name here