ବିବାହ ବିଚ୍ଛେଦ ହେବାରୁ ଯୁବକର ଆତ୍ମହତ୍ୟା ଉଦ୍ୟମ।

0
995

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : -ପ୍ରେସ କ୍ଲବ ସାମ୍ନାରେ ଆଜି ଜଣେ ଯୁବକ ଏକ ଧାରୁଆ ଅସ୍ତ୍ର ରେ ନିଜ ବେକକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ।କୌଣସି ପ୍ରକାରର ପୋଲିସ ଖବରପାଇ ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିଥିଲା। ଯୁବକ ଜଣକ ଜଗନ୍ନାଥ ପ୍ରସାଦ ବ୍ଲକ ଗୁପ୍ତପଲ୍ଲୀ ଗ୍ରାମର ରିକୁ ସେନାପତି ବୋଲି ଜଣାପଡିଛି। ରିକୁର ବାହାଘର କରଡ଼ାବାଡ଼ି ଗ୍ରାମରେ ସ୍ଥିର ହୋଇଥିବା ବେଳେ ।ହେଲେ କୌଣସି କାରଣରୁ ତାହା ଭାଙ୍ଗି ଯିବାରୁ ରିକୁ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here