ପୋଲସରାରେ ବିଜେଡିର ମିଶ୍ରଣ ପର୍ବ

0
571

ପୋଲସରା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପୋଲସରା ବସଷ୍ଟାଣ୍ଡ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ତାକରଡ଼ା ଓ ଗୋଳାବନ୍ଧ ପଞ୍ଚାୟତର ପୁର୍ବତନ ସମିତିସଭ୍ୟ ଟୁକୁନା ଜେନାଙ୍କ ନେତୃତ୍ୱରେ ୧୦୦ରୁ ଉର୍ଦ୍ଧ ଏବଂ ପୋଲସରା ବ୍ଲକ ବନ୍ଥପଲ୍ଲି ଓ ଜେ.ଡେଙ୍ଗାପଦର ପଞ୍ଚାୟତର ପୁର୍ବତନ ସରପଞ୍ଚଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ ବିଜେପି କର୍ମୀ ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ ପ୍ରତି ଆକୃଷ୍ଟ ହୋଇ ବିଜେପି ଦଳ ତ୍ୟାଗକରି ବିଜୁ ଜନତା ଦଳରେ ମାନ୍ୟବର ସାଂସଦ ଆସ୍କା ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ସାମିଲ ହେଲେ।

LEAVE A REPLY

Please enter your comment!
Please enter your name here