ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ଚାରି ପାର୍ଥୀଙ୍କ ନାମ ଘୋଷିତ

0
724

ଭୁବନେଶ୍ବର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଆସନ୍ତା ୨୬ ତାରିଖରେ ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ l ୧୭ ରାଜ୍ୟରେ ଖାଲିପଡ଼ିଥିବା ୫୫ ଆସନରେ ଏହି ନିର୍ବାଚନ ହେବ। ସେଥିପାଇଁ ଓଡ଼ିଶାର ଖାଲି ପଡିଥିବା ୪ଟି ରାଜ୍ୟସଭା ଆସନ ପାଇଁ ପାର୍ଥୀଙ୍କ ପାଇଁ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ l ସେମାନେ ହେଲେ ହେଲେ ସୁବାସ ସିଂ, ମୁନା ଖାଁ, ସୁଜିତ୍ କୁମାର ଓ ମମତା ମହନ୍ତ। ପାର୍ଥୀ ଙ୍କ ନାମ ଘୋଷଣା ପରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି l ସମସ୍ତ ପାର୍ଥୀ ଯେପରି ବିଜୟ ହାସଲ କରିବେ ସେଥିପାଇଁ ବିଜେଡି ମହଲରେ ପ୍ରସ୍ତୁତି ଚାଲିଛି l

LEAVE A REPLY

Please enter your comment!
Please enter your name here