ମାଷ୍ଟର ସେଫ୍ ଇଣ୍ଡିଅ। ବିଜେତା ଓଡିଅ। ପୁଅ ଅବିନାଶ ନାୟକ

0
476

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ମାଷ୍ଟର ସେଫ୍ ଇଣ୍ଡିଅ।ରେ ବିଜେତା ହୋଇଥିବା ଗଂଜାମ ଜିଲ୍ଲା ଅ।ସିକା କାଳଷଣ୍ଡପୁର ଗାଁର ଓଡିଅ। ପୁଅ ଅବିନାଶ ନାୟକ ଅ।ଜି ନିଜ ମାଟିକୁ ଫେରିଛନ୍ତି । ସେ ପ୍ରଥମେ ଅ।ସିକା ରେ ପହଁଚି ମା ଖମ୍ବେଶ୍ଵରୀଙ୍କ ପାଖକୁ ଯାଇ ଅ।ର୍ଶିବାଦ ଗ୍ରହଣ କରିଥିଲେ । ଏବଂ ପରେ ପରେ ସହରର ବିଭିନ୍ନ ସାହିରେ ଭବ୍ୟ ସମ୍ବର୍ଦ୍ଧନା ଦିଅ।ଯାଇଥିଲା । ଏଥିସହ ମାଷ୍ଟର ସେଫ ଇଣ୍ଡିଅ।ରେ ବିଜୟୀ ହେବା ପରେ ଓଡିଅ। ଖାଦ୍ୟକୁ ଅନ୍ତ୍ରଜାତୀୟସ୍ତରରେ ଲୋକାର୍ପଣ ପାଇଁ ଉଦ୍ୟମ କରିବା ସହ ମୁସିଲମ୍ ହୋଟେଲରେ ଓଡିଅ। ଖାଦ୍ୟକୁ ରୋଷେଇ କରି ପରଷିବା ପାଇଁ ଅ।ଶା ରଖିଥିବା ସେ ନିଜ ପତିକ୍ରିୟାରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here