ଓଲଟିଲା ମଧ୍ୟାହ୍ନ ଭୋଜନ ଗାଡି ।

0
599

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବେଲଗୁଣ୍ଠା ଓ ବାଲିପଦର ନିକଟ ବେଲପୁଞ୍ଜି ଠାରେ ବେପରୁଆ ବାଇକ ଚାଳନ ଯୋଗୁ ଏକ ମଧ୍ୟାନ ଭୋଜନ ଗାଡ଼ି ବିଲ ମଧ୍ୟକୁ ଖସି ଯାଇଥିବା ବେଳେ ଉଭୟ ଗାଡି ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏହି ଦୁର୍ଘଟଣାରେ ବହୁମାତ୍ରାରେ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇ ଥିବାବେଳେ ଗାଡ଼ି ଟିକୁ ପୋଲିସ ଜବତ କରି ନଥିବା ସୂଚନା ମିଳିଛି ।ସୂଚନା ଯୋଗ୍ୟ ୧ ଘଣ୍ଟା ସମୟରେ ବେଲଗୁଣ୍ଠ। ବାଲିପଦର ରାସ୍ତା ବେଲପୁଞ୍ଜି ଠାରେ ବିପରୀତ ଦିଗରୁ ଆସୁଥିବା ଏକ ମୋଟର ସାଇକେଲ ବେପରୁଆ ଗାଡି ଚାଳନା ଯୋଗୁ ମଧ୍ୟାନ ଭୋଜନ ନେଉଥିବା ସ୍କୁଲ ଗାଡି ଦୁର୍ଘଟଣା ଘଟିଥିଲା ।

LEAVE A REPLY

Please enter your comment!
Please enter your name here