ଆଠଗଡ଼ ତାଲୁକାବିଶ୍ଵକର୍ମା ସମାଜର ସଭା

0
549

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁର): ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ମା ବନଦେବୀ ଙ୍କ ପୀଠ ରେ ଘାଟିପାରି ମୁଠା ସଭାପତି ବିଭୁତି ଭୂଷଣ ମହାରଣା ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ବିଶ୍ୱକର୍ମା ସମାଜ ର ସାଧରି ସମ୍ପାଦକ ଚିତ୍ତରଞ୍ଜନ ମହାରଣା, ସଂମ୍ମାନୀତ ଅତିଥି ଭାବେ ସୂର୍ଯ୍ୟନାରାୟଣ ମହାରଣା, ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ମହାରଣା ଯୋଗ ଦେଇ ସାଙ୍ଗଠନିକ ଆଲୋଚନା କରିବା ସହ ଅଗାମୀ ଦିନରେ ବିଭିର୍ଣ ସମସ୍ୟା କିପରି ସମାଧାନ କରିବାକୁ ହେବ ସେ ନେଇ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।ତ୍ରିଲୋଚନ ମହାରଣା, କୃଷ୍ଣଚନ୍ଦ୍ର ମହାରଣା, ଅନନ୍ତ ମହାରଣା ଯୋଗଦେଇ ନିଜସ୍ୱ ମତ ଦେଇଥିଲେ।ଖାଲିଥିବା ଆଠଗଡ଼ ପାଇଁ ରାଜେନ୍ଦ୍ର ମହାରଣା ଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି।

LEAVE A REPLY

Please enter your comment!
Please enter your name here