ଗୋପାଳ କୃଷ୍ଣ ସାଂସ୍କୃତିକ ପରିଷଦ ମାସିକ ସାହିତ୍ୟ ଅସାର

0
651

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ସ୍ଥାନୀୟ ଉତ୍କଳ ଆଶ୍ରମ ଗଞ୍ଜାମ କଳା ପରିଷଦ ସଭା ଗୃହରେ ଗୋପାଳ କୃଷ୍ଣ ସାହିତ୍ୟ ସଂସଦର ମାସିକ ସାହିତ୍ୟ ଅସାର ଅନୁଷ୍ଠିତ ହୋଇଥିଲା l ସଭାରେ ଗୋପାଳ କୃଷ୍ଣ ଡାକୁଆ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର ଯୋଗ ଦେଇ ଭାଷା ଓ ପୁସ୍ତକ ଉପରେ ଆଲୋଚନା କରିଥିଲେ l ସମ୍ମାନିତ ବକ୍ତା ଭାବେ ଡାକ୍ତର ଚନ୍ଦ୍ରମଣି ସ୍ୱାଇଁ ଓ ମୁଖ୍ୟବକ୍ତା ଡ଼ଃ ବନମାଳୀ ପାଣିଗ୍ରାହୀ ଯୋଗ ଦେଇ ଆମ ପରିବାରକୁ ସଂସ୍କାର ଯୁକ୍ତ କରିବା ପାଇଁ ପୁସ୍ତକ ପଢିବା ନିହାତି ଆବଶ୍ୟକ ବୋଲି ମତ ରଖିଥିଲେ l ଅତିଥି ଭାବେ ବିଜୟ କୁମାର ପଢି. ଦେବୀ ପ୍ରସାଦ ମହାପାତ୍ର. ବିଚିତ୍ରା ନନ୍ଦ ବେଵର୍ତା. ଭିକାରି ମହାପାତ୍ର ଯୋଗ ଦେଇଥିଲେ l କବିତା ଅସାରରେ ସଭାପତିତ୍ବ କରିଥିଲେ ଡାକ୍ତର ଚନ୍ଦ୍ରମଣି ସ୍ୱାଇଁ. ସଂଯୋଜନା କରିଥିଲେ ସୌଦାମିନୀ ମିଶ୍ର ଏଥିରେ କବି. ପ୍ରଫୁଲ୍ଲ କୁମାର ତ୍ରିପାଠୀ. ଗୋଦାବରୀଶ ଦାସ. ଡ଼ଃ ଲଷ୍ମୀକାନ୍ତ ଦାସ. ଜ୍ୟୋତ୍ସ୍ନା ରାଣୀ ସ୍ୱାଇଁ. ଗଗନ ବେହେରା. ପୁର୍ଣ ଚନ୍ଦ୍ର ସହୁ. ପ୍ରଶାନ୍ତ କୁମାର ସାହୁ. ଉତ୍ତରl ମଲ୍ଲିକ. ଶରତ ଚନ୍ଦ୍ର ଦାସ. ପି. ଶଙ୍କର ପାତ୍ର. ପିତାମ୍ବର ସାହୁ. କିଶୋର ଚନ୍ଦ୍ର ପ୍ରଧାନ. ସନ୍ତୋଷ କୁମାର ଦାସ. ବି. ସତ୍ୟମ ଆଚରି. ହୃଷିକେଶ ଦାଶ. ଅମିତା ମିଶ୍ର. କାଳନ୍ଦୀ ଚରଣ ନାୟକ. ଉପସ୍ଥିତ ଥିଲେ l ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କିରଣ ଵାଲା ମିଶ୍ର l

LEAVE A REPLY

Please enter your comment!
Please enter your name here