ସରକାରୀ ଯୋଜନାରେ ଅନିୟମିତତା ମାମଲାରେ ୩ଜଣ ପିିଇଓ ନିଲମ୍ବିତ l

0
614

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସରକାରୀ ଯୋଜନାରେ ଅନିୟମିତତା ଅଭିଯୋଗରେ ତିନି ଜଣ ପିଇଓଙ୍କୁ ନିଲମ୍ବିତ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ବ୍ଲକ ର ତିନିଜଣ ପିଇଓଙ୍କୁ ନିଲମ୍ବିତ କଲେ ଜିଲ୍ଲାପା । ବେଗୁନିଆ ବିଡିଓ, ଏବିଡିଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ । ପଡ଼ାଡିହ ପଞ୍ଚାୟତରେ ଆବାସ ଯୋଜନାରେ ଅନିୟମିତତାର ଅଭିଯୋଗ ହୋଇଥିଲା । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here