ବୁଗୁଡା ବ୍ଲକ : ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶିତ

0
151

ବୁଗୁଡା: ବୁଗୁଡା ବ୍ଳକର ଉଚ୍ଚ ପ୍ରାଥମିକ ୨୦୨୩ ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି। ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ମେରିଟ ସ୍କଲରସିପି ରେ (୧) ଦଦରାଖୋଲ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରତୀ ସାହୁ, (୨) ବୁଗୁଡା ନିୟୁ ଏରା ପବ୍ଲିକ ସ୍କୁଲର ସ୍ନେହାଶୁ ଗୌଡ଼, (୩) ମହୁଲପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବର୍ଷା ସ୍ୱାଇଁ, (୪) ବୁଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଂସ୍କୃତି ମହାପାତ୍ର, (୫) କାନସୁକା ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଓଁ ପ୍ରକାଶ ବେହେରା, (୬) କଲମ୍ବ ଛକ ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବର୍ଷା ପ୍ରିୟଦର୍ଶନୀ ବେହେରା ଓ (୭) ବାଲିପଦର ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ମାନଶୀ ସାହୁ। ସେହିପରି ପଞ୍ଚମ ଶ୍ରେଷ୍ଠ ମେରିଟି କମ ପ୍ରପର୍ଟି ସ୍କଲରସିପି ରେ (୧) ବାଲିପଦର ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଶାଳ ସାହୁ, (୨) ବୁଗୁଡା ସାଇ ଶିଶୁ ମନ୍ଦିରର ରାଜଲକ୍ଷ୍ମୀ ସ୍ୱାଇଁ, (୩) ବାଲିପଦର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଲୋକ ନାୟକ (୪) କରଚୁଲି ସରସ୍ଵତୀ ଶିଶୁ ମନ୍ଦିରର ଅଭୟ ରଣା, (୫) ବାଲିପଦର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ୱାତିକ ବିଷୋୟୀ, (୬) କରଚୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରୀୟାଙ୍କ ପ୍ରଧାନ ଓ (୭) ସୋରଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟର ଆୟୁଷ୍ମାନ ସାହୁ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here