ଧାନ କ୍ଷେତରେ ବିଷଧର ସାପ କାମୁଡ଼ାରେ ଚାଷୀଙ୍କ ମୃତ୍ୟୁ

0
175

ବୁଗୁଡା: ବୁଗୁଡା ନିକଟସ୍ଥ ଗରେଇଝୁଳି ଗ୍ରାମର ଜଣେ ଚାଷୀ ନିଜର ଧାନ କ୍ଷେତକୁ ଦେଖିବାକୁ ଯାଉଥିବା ବେଳେ ଅଧା ରାସ୍ତାରେ ବିଷଧର ସାପ କାମୁଡାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ପୋଲସରା ଥାନା ଅନ୍ତର୍ଗତ ଗରେଇଝୁଳି ଗ୍ରାମର ବିଭିଷଣ ନାହାକ ନିଜ ଧାନ କ୍ଷେତକୁ ଗଲାବେଳେ ସାପ କାମୁଡ଼ି ଦେଇଥିଲା। ସାପ କାମୁଡିବା ଜାଣିବା ପରେ ପରିବାର ଲୋକେ ନିକଟସ୍ଥ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ହେଲେ ବୁଗୁଡା ମେଡିକାଲରେ ଡାକ୍ତର ବିଭୀଷଣ ନାହାକଙ୍କୁ ମୁତ୍ଯୁ ଘୋଷଣା କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here