” କୁମାରବେଗପଲ୍ଲୀ ରେ ହନୁମାନ ବିଗ୍ରହ ପ୍ରତିଷ୍ଠା “

0
170

ଛତ୍ରପୁର :ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଡ଼ାପଦର ପଞ୍ଚାୟତ ର କୁମାରବେଗପଲ୍ଲୀ ଗ୍ରାମରେ ଆଜି ଶ୍ରୀ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଛି ସକାଳୁ ଗ୍ରାମର ମହିଳା ମାନଙ୍କ ଦ୍ୱାରା ଗ୍ରାମ ପୋଖରୀରୁ ଜଳ ଅଣାଯାଇଥିଲା ପରେ ପରେ 108. ହନୁମାନ ଚାଳିଶା ପାଠ ସହ ଘୃତ ଯଜ୍ଞ ଅନୁଷ୍ଠିତ ହେବାସହ ଚାରି ପ୍ରହର ନାମ ଯଜ୍ଞ ଓ ପ୍ରସାଦ ସେବନ ହୋଇଥିଲା ସିମାଞ୍ଚଳ ଦାସ (ବୁଢ଼ା ) ଙ୍କ ନେତୃତ୍ୱ ଓ ପୁରୋହିତ ଫକୀର ମୋହନ ତ୍ରିପାଠୀ ଓ ଗ୍ରାମ ର କୀର୍ତ୍ତନ ମଣ୍ଡଳୀ ଙ୍କ ସହଯୋଗ ରେ ପୂଜା ସମ୍ପନ ହୋଇଥିଲା

LEAVE A REPLY

Please enter your comment!
Please enter your name here