ଖଲ୍ଲିକୋଟ- ବିରୁଳୀ- ବାଣପୁର ଓ ଆଠଗଡ଼ ବାଣାୟାତ ଓଡ଼ିଆ ସମାଜର ମିଳିତ ସାଙ୍ଗଠନିକ ବୈଠକ

0
625

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବରିଡା ଠାରେ ଖଲ୍ଲିକୋଟ- ବିରୁଳୀ- ବାଣପୁର ଓ ଆଠଗଡ଼ ବାଣାୟାତ ଓଡ଼ିଆ ସମାଜର ମିଳିତ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଡା ଅମରେଶ୍ୱର ମନ୍ଦିରରେ ଅନୁଷ୍ଠିତ ଏହି ବୈଠକରେ ଖଲ୍ଲିକୋଟ ତାଲିକା ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ସମ୍ପାଦକ ସୁରେନ୍ଦ୍ର ନାଥ ପ୍ରଧାନଙ୍କ ସହ ସଂପାଦକଙ୍କ ସହ ଆଠଗଡ଼ ତାଲିକା ସଭାପତି ମନୋଜ କୁମାର ପାଣ୍ଡି ସହ ସମାଜର ବହୁ କର୍ମକର୍ତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ । ବିଗତ ଦିନରେ ହୋଇଥିବା ବହୁ ଅଭିଯୋଗ ଉପରେ ଆଲୋଚନା କରାଯାଇ ସମାଧାନ କରାଯାଇଥିଲା । ଖଲ୍ଲିକୋଟ- ବିରୁଳୀ- ବାଣପୁର ଓ ଆଠଗଡ଼ ବାଣାୟାତ ଓଡ଼ିଆ ସମାଜ ପକ୍ଷରୁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here