ସ୍ୱାଧୀନତା ଦିବସ ଉପଲକ୍ଷେ ମହାବୀର ୟୁଥ ପାୱାର ଓ ବଜରଙ୍ଗ ଦଳ ତରଫରୁ ବିରାଟ ଶୋଭାଯାତ୍ରା

0
377

ଗଞ୍ଜାମ: 75ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମହାବୀର ୟୁଥ ପାୱାର ଓ ବଜରଙ୍ଗ ଦଳ ତରଫରୁ ହିଞ୍ଜିକାଟୁ ରେ ଏକ ବିରାଟ ଶୋଭାଯାତ୍ରା ଘୋଡାହାଡ଼ ନଦୀ ରୁ ବାହାରି ନଗରପରିକ୍ରମା କରି ମୋହନକୋଲୋନୀ ସ୍ଥିତ ହନୁମାନ ମନ୍ଦିର ରେ ଏକ ସଭା ର ଆୟୋଜନ କରାଯାଇଥିଲା ଏଥିରେ ଓଡିଶା ବଜରଙ୍ଗ ଦଳ ର ପୂର୍ବ ପ୍ରାନ୍ତ ର ସଂଯୋଜକ ମାନନୀୟ ଅମ୍ବିକା ଦାଶ ଓ ମହାବୀର ୟୁଥ ପାୱାର ଗଞ୍ଜାମ ଜିଲ୍ଲା ସଭାପତି ମାନନୀୟ ଉମାଶଙ୍କର ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇଥିଲେ, ହିଞ୍ଜିଳି କାଟୁ ମହାବୀର ୟୁଥ ପାୱାର ରୁ ଉପଦେଷ୍ଟା କଳିଙ୍ଗ ମୁନୀ, ଶିବୁ ପଟ୍ଟନାୟକ, ପୂର୍ଣ୍ଣ,ସାଗର,ଚିକୁ, ସୁମନ, ତିରୁପତି , ଅଭୟ,କାନ୍ହା, ଲିପୁ, ଅନିଲ, ସୁନୀଲ, ବଣ୍ଟି ଏବଂ ଓଡିଶା ବଜରଙ୍ଗ ଦଳ ର ବ୍ରହ୍ମପୁର,ଗୌତମ ଭାଇ, ଵାଲା ଭାଇ, କୃଷ୍ଣ ଭାଇ ଙ୍କ ନେର୍ତୁତ୍ୱ ରେ ଆୟୋଜନ କରାଯାଇଥିଲା

LEAVE A REPLY

Please enter your comment!
Please enter your name here