ମୁମ୍ବାଇ ରେ ବାଲ ଗଙ୍ଗାଧର ତିଳକ ୨୦୨୨ (କାର୍ଯ୍ୟଦକ୍ଷତା ପ୍ରତିଭା) ପୁରସ୍କାର ଉତ୍ସବ ରେ IHRC ପବ୍ଲିକ ଡ଼ି ପାର୍ଟମେଂଟ ର ରାଜ୍ୟସଭାପତି ଶ୍ରୀମତୀ ସସ୍ମିତା ଦାସ କଟକ ରୁ ଓ ଗଂଜାମ ଜିଲ୍ଲା ସଭାପତି ସୁଶ୍ରୀ ରଶ୍ମିତା କୁମାରୀ ପାଣିଗ୍ରାହୀ ବ୍ରହ୍ମପୁର ରୁ ପୁରସ୍କୃତ

0
298

ଵ୍ରହ୍ମପୁର: ଭାରତରେ ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦ (IHRC ) ପ୍ରାୟ 1900,000 ସଦସ୍ୟ ସମଗ୍ର ଭାରତରେ IHRC କୁ ସେମାନଙ୍କର ଲକ୍ଷ ସ୍ଥଳରେ ପହଞ୍ଚାଇ ଆସୁଛନ୍ତି|ପ୍ରତିଭା ବିସ୍ତାରକୁ ପ୍ରୋତ୍ସାହିତ କରିବାପାଇଁ ଏବଂ କେବଳ ଦକ୍ଷତ ଅନୁସାରେ ଶ୍ରେଷ୍ଠ ପ୍ରତିଭା ମାନଙ୍କୁ ଚୟନ କରି ଜୁଲାଇ 8 , 2022, ଇସ୍କନ୍ ମନ୍ଦିର , ମୁମ୍ବାଇ, ଅଡିଟୋରିୟମରେ ବାଲ ଗଙ୍ଗାଧର ତିଳକ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ବିଭିନ୍ନ ରାଜ୍ୟରୁ ସଦସ୍ୟ ମାନେ ଯୋଗଦେଇଥିଲେ।ସେହିପରି ଆମ ଓଡ଼ିଶା ରୁ ମଧ୍ୟ ବିଭନ୍ନ ଜିଲ୍ଲା ରୁ ସଦସ୍ୟମାନେ ଏହି ପୁରସ୍କାର ରେ ଅଳଙ୍କୃତ ହୋଇଥିଲେ।ଏହି ବାଲ ଗଙ୍ଗାଧର ତିଳକ ଆୱାର୍ଡ ଆମ ଓଡ଼ିଶା ପବ୍ଲିକ ଡ଼ି ପାର୍ଟମେଂଟ ର ରାଜ୍ୟ ସଭାପତି ଶ୍ରୀମତୀ ସସ୍ମିତା ଦାସ କଟକ ରୁ ଓ ଗଂଜାମ ଜିଲ୍ଲା ସଭାପତି ସୁଶ୍ରୀ ରଶ୍ମିତା କୁମାରୀ ପାଣିଗ୍ରାହୀ ବ୍ରହ୍ମପୁର ରୁ ପୁରସ୍କୃତ ହୋଇଛନ୍ତି।
ସେହିପରି ବିଭିନ୍ନ ଜିଲ୍ଲା ରୁ ମଧ୍ୟ କିଛି ଦକ୍ଷପ୍ରତିଭା ପୁରସ୍କୃତ ହୋଇଛନ୍ତି। କଟକ. ସସ୍ମିତା ଦାସ, ରାଜ୍ୟ ସଭାପତି, ପବ୍ଲିକ ଡିପାର୍ଟମେଣ୍ଟ
ନାରାୟଣ ବିଶ୍ୱାଳ ପ୍ରଭୁ ପ୍ରସାଦ ମହାନ୍ତି
କମଲେଶୁ ପଟ୍ଟନାୟକ

ଅନୁଗୁଳ
ବାପି ମହାନ୍ତି ବାବୁଲି ନାଥଜମ୍ବେଶ୍ୱର ପଟ୍ଟନାୟକ

ଭୁବନେଶ୍ୱର
ବିଭୁପ୍ରସାଦ ମିଶ୍ର

ସମ୍ବଲପୁର
ସୁଜାତା ପୁରୋହିତ
ବୁଲୁ ପୂଜାରୀ
ପୁଷ୍ପିତା ଦାସ

କଳାହାଣ୍ଡି
କାମିନୀ କିନ୍ନର

ରାୟଗଡା
ରଂଜିତ ତୁଲୋ

ଜଗତସିଂହପୁର
ସତ୍ୟ ପ୍ରକାଶ ମହାନ୍ତି
ବାଳକୃଷ୍ଣ ଜେନା
ସବିତା ମହାପାତ୍ର

LEAVE A REPLY

Please enter your comment!
Please enter your name here