ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ଵାରା ଛତ୍ରପୁର ଜେଲ ପରିଦର୍ଶନ

0
242

ଛତ୍ରପୁର :ଗଞ୍ଜାମ ଜିଲ୍ଲାପାଳ ଵିଜୟ ଅବୃତା କୁଲାଙ୍ଗେ ଶୁକ୍ରବାର ଦିନ ଛତ୍ରପୁର ସ୍ଥିତ ଜେଲ ପରିଦର୍ଶନ କରିଛନ୍ତି । ଜେଲ ପରିଦର୍ଶନ କରି ଏହାର ପାରିପାର୍ଶ୍ବିକ ସ୍ଥିତିର ସଫା ସୁତୁରା ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଯାଞ୍ଚ କରିବା ସହିତ ଏଠାରେ ରହୁଥିବା ଅନ୍ତେବାସି ମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ପରଖିଥିଲେ । ସବୁକିଛି ଠିକଥିବା ଜାଣି ଜିଲ୍ଲାପାଳ ଖୁସି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here