ଭ୍ରାମ୍ୟମାଣ ଜଳଛତ୍ର ଉଦ୍‌ଘାଟିତ

0
263

ଭୁବନେଶ୍ୱର : ଶ୍ରୀ ଶିରିଡି ସାଇ ଟ୍ରଷ୍ଟ ପକ୍ଷରୁ ଭ୍ରାମ୍ୟମାଣ ଜଳଛତ୍ର ପଟିଆସ୍ଥିତ ଶିରିଡି ସା ଛକ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଟ୍ରଷ୍ଟର ଅଧ୍ୟକ୍ଷ ତଥା ୧ ନମ୍ବର ୱାର୍ଡର କର୍ପୋରେଟର ମିହିର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ମେୟର ସୁଲୋଚନା ଦାସ ଯୋଗଦେଇ ଉଦ୍‌ଘାଟନ କରିବା ସହିତ କହିଥିଲେ ର୍ବମାନ ପ୍ରଚ ଖରା ହେଉଥିବାରୁ ଏହି ଜଳସେବା ପଥିକ ମାନଙ୍କୁ ବେଶ ସହାୟକ ହେବ ।

ମିହିର ରାଉତଙ୍କ ଏହି ଜନସେବା କାର୍ଯ୍ୟକୁ ପ୍ର୍ରଶଂସା କରିଥିଲେ । ଅନ୍ୟତମ ଅତିଥିଭାବେ ୨ନଂ ୱାର୍ଡର କର୍ପୋରେଟର ମୋନାଲିସା ବେହେରା ଯୋଗଦେଇ ଦହିପାଣି ବନ କରିଥିଲେ । ଏହି ଭ୍ରାମ୍ୟମାଣ ଜଳସେବା ପଟିଆ ଛକଠାରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଯାତ୍ରା କରିବ । ପ୍ରତି ଛକରେ କିଛି ସମୟ ରହି ଦହିପାଣି ଓ ସାଧା ପାଣି ବନ କରାଯିବ ବୋଲି ମିହିର ରାଉତ କହିଛନ୍ତି । କର୍ପୋରେଟର ଏହି କାର୍ଯ୍ୟକୁ ସ୍ଥାନୀୟ ଅଳବାସୀ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here